ଅମାନୁଷିକ ନବୀନ ସରକାର, ଜିଜିଆ କର ଲଗାଇଛନ୍ତି ମୋଦୀ ସରକାର: ନବୀନଙ୍କୁ ଲେଖାଶ୍ରୀଙ୍କ ଆକ୍ଷେପ, ପରୋକ୍ଷରେ ଧର୍ମେନ୍ଦ୍ରଙ୍କୁ ବାଜୁଛି ..

ଭୁବନେଶ୍ୱର: ତେଲ ଉପରେ ଭାଟ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ପେଟ୍ରୋଲ ଉପରେ ୨୬ ପ୍ରତିଶତରୁ ୩୨ ପ୍ରତଶତ ଏବଂ ଡିଜେଲ ଉପରେ ୨୬ ପ୍ରତିଶତରୁ ୨୮ ପ୍ରତିଶତକୁ ଭାଟ୍‌ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଫଳରେ ପେଟ୍ରୋଲ ଲିଟର ପ୍ରତି ୩ ଟଙ୍କା ୧୧ ପଇସା ଏବଂ ଡିଜେଲ ଦର ଲିଟର ପ୍ରତି ୧ ଟଙ୍କା ୩ ପଇସା ବୃଦ୍ଧି ପାଇଛି। ଅମାନୁଷିକ ନବୀନ ସରକାର – ଏହାକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି … Continue reading ଅମାନୁଷିକ ନବୀନ ସରକାର, ଜିଜିଆ କର ଲଗାଇଛନ୍ତି ମୋଦୀ ସରକାର: ନବୀନଙ୍କୁ ଲେଖାଶ୍ରୀଙ୍କ ଆକ୍ଷେପ, ପରୋକ୍ଷରେ ଧର୍ମେନ୍ଦ୍ରଙ୍କୁ ବାଜୁଛି ..