Odiapua.com

୫୯ ଲକ୍ଷ ପାର – ଦେଶରେ ୮୫, ୩୬୨ ନୂଆ କରୋନା ଆକ୍ରାନ୍ତ, ୧, ୦୮୯ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୯୩, ୩୭୯ କୁ ବୃଦ୍ଧି

ନୂଆ ଦିଲ୍ଲୀ ୨୬-୯ (ଓଡ଼ିଆ ପୁଅ) ଆଜିବି ଦେଶରେ ୮୫, ୩୬୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୧, ୦୮୯ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୯, ୦୩, ୯୩୩ କୁ ବୃଦ୍ଧି ପାଇଛି ଓ ୯, ୬୦, ୯୬୯ ସକ୍ରୀୟ ଥିବାବେଳେ ଏବଂ ୪୮, ୪୯, ୫୮୫ ଜଣ ଆରୋଗ୍ୟ ହୋଇ ସାରିଲେଣି ଏବଂ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୯୩, ୩୭୯ କୁ ବୃଦ୍ଧି ପାଇଛି।