Odiapua.com

୫୧ ଲକ୍ଷ ପାର – ଦେଶରେ ୯୭, ୮୯୪ ନୂଆ କରୋନା ଆକ୍ରାନ୍ତ, ୧, ୧୩୨ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୮୩, ୧୯୮ କୁ ବୃଦ୍ଧି

ନୂଆ ଦିଲ୍ଲୀ ୧୭-୯ (ଓଡ଼ିଆ ପୁଅ) ଆଜିବି ଦେଶରେ ୯୭, ୮୯୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୧, ୧୩୨ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୧, ୧୮, ୨୫୪ କୁ ବୃଦ୍ଧି ପାଇଛି ଓ ୧୦, ୦୯, ୯୭୬ ସକ୍ରୀୟ ଥିବାବେଳେ ଏବଂ ୪୦, ୨୫, ୦୮୦ ଜଣ ଆରୋଗ୍ୟ ହୋଇ ସାରିଲେଣି ଏବଂ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୮୩, ୧୯୮ କୁ ବୃଦ୍ଧି ପାଇଛି।