Odiapua.com

୫୪ ଲକ୍ଷ ପାର – ଦେଶରେ ୮୬, ୯୬୧ ନୂଆ କରୋନା ଆକ୍ରାନ୍ତ, ୧, ୧୩୦ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୮୭, ୮୮୨ କୁ ବୃଦ୍ଧି

ନୂଆ ଦିଲ୍ଲୀ ୨୧-୯ (ଓଡ଼ିଆ ପୁଅ) ଆଜିବି ଦେଶରେ ୮୬, ୯୬୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୧, ୧୩୦ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୪, ୮୭, ୫୮୧ କୁ ବୃଦ୍ଧି ପାଇଛି ଓ ୧୦, ୦୩, ୨୯୯ ସକ୍ରୀୟ ଥିବାବେଳେ ଏବଂ ୪୩, ୯୬, ୩୯୯ ଜଣ ଆରୋଗ୍ୟ ହୋଇ ସାରିଲେଣି ଏବଂ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୮୭, ୮୮୨ କୁ ବୃଦ୍ଧି ପାଇଛି।