Odiapua.com

ଦେଶରେ ୪୯, ୯୩୧ ନୂଆ କରୋନା ଆକ୍ରାନ୍ତ, ୭୦୮ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୩୨, ୭୭୧କୁ ବୃଦ୍ଧି

ନୂଆ ଦିଲ୍ଲୀ ୨୭-୭ (ଓଡ଼ିଆ ପୁଅ) ଆଜିବି ଦେଶରେ ୪୯, ୯୩୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୭୦୮ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪, ୩୫, ୪୫୩ କୁ ବୃଦ୍ଧି ପାଇଛି ଏବଂ ୪, ୮୫, ୧୧୪ ଜଣ ସକ୍ରୀୟ ଆକ୍ରାନ୍ତ ଥିବା ବେଳେ ୯, ୧୭, ୫୬୮ ଜଣ ଆରୋଗ୍ୟ ହୋଇ ସାରିଲେଣି ଏବଂ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୩୨, ୭୭୧ କୁ ବୃଦ୍ଧି ପାଇଛି।