Odiapua.com

ଭାରତ ଟସ ଜୀତି ପ୍ରଥମେ ବୋଲିଂ କରିବାକୁ ନେଲା ନିଷ୍ପତି: ରୋହିତ ଶର୍ମାଙ୍କୁ ବିଶ୍ରାମ – ଚହରଙ୍କର ଇଣ୍ଟରନ୍ୟାସନାଲ କ୍ରିକେଟରେ ଡେବ୍ୟୁ

ନୂଆ ଦିଲ୍ଲୀ ୬-୮ (ଓଡ଼ିଆ ପୁଅ) ଗୟାନାରେ ବର୍ଷା ଖେଳ ଖେଲୁଛି। ଅବଶ୍ୟ ବର୍ଷା ବନ୍ଦ ହୋଇଯାଇଛି। ମ୍ୟାଚ ବିଳମ୍ବରେ ଆରମ୍ଭ ହୋଇଛି। ଭାରତ ଟସ ଜୀତି ପ୍ରଥମେ ବୋଲିଂ କରିବାକୁ ନେଲା ନିଷ୍ପତି ନେଇଛି। ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ଚହରଙ୍କର ଇଣ୍ଟରନ୍ୟାସନାଲ କ୍ରିକେଟରେ ଡେବ୍ୟୁ ହୋଇଛି।

ଟିମ ଇଣ୍ଡିଆ ପ୍ଲେଇଂଗ ଇଲେଭେନ : ଶିଖର ଧାୱନ, କେଏଲ ରାହୁଲ, ବିରାଟ କୋହଲୀ, ଋଷଭ ପଂତ, ମନୀଷ ପାଣ୍ଡେ, କ୍ରୁଣାଲ ପାଣ୍ଡ୍ୟା, ୱାସିଂଗଟନ ସୁନ୍ଦର, ରାହୁଲ ଚହର, ଭୁବନେଶ୍ଵର କୁମାର, ଦୀପକ ଚହର, ନବଦୀପ ସୈନୀ

ୱେଷ୍ଟଇଣ୍ଡିଜ ପ୍ଲେଇଂଗ ଇଲେଭେନ: କାର୍ଲୋସ ବ୍ରେଥୱେଟ, ଏବିନ ଲୁଇସ, ଜନ କୈଂପବେଲ, ନିକୋଲ୍ସ ପୂରନ, ଶିମରନ ହେଟମାୟର, ରବମ୍ୟାନ ପାୱେଲ, ସୁନୀଲ ନରେନ, କୀମୋ ପଲ,ଶେଲ୍ଡନ କଟରେଲ, ଓଶାନେ ଥମସ, ଫୈବିଯନ ଏଲନ