Odiapua.com

ଆଜି ରେକର୍ଡ୍ ଭାଙ୍ଗିଲା ମୃତ୍ୟୁ ସଂଖ୍ୟା, ଦେଶରେ ୬, ୧୪୮ ଜଣଙ୍କର ମୃତ୍ୟୁ – କ୍ରମାଗତ ତୃତୀୟ ଦିନରେ ପୁଣି ଲକ୍ଷେ ତଳେ ସଂକ୍ରମଣ : ୯୪, ୦୫୨ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆ ଦିଲ୍ଲୀ ୧୦-୬ – (ଓଡ଼ିଆ ପୁଅ) ଗତ ଘଣ୍ଟା ମଧ୍ୟରେ ଦେଶରେ ୯୪, ୦୫୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୬, ୧୪୮ ଜଣଙ୍କର ମୃତ୍ୟୁ ହୋଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୯୧,୮୩,୧୨୧ କୁ ବୃଦ୍ଧି ପାଇଛି। ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୬୩,୪୬୩ ଜଣ।

ଗତ ଘଣ୍ଟାରେ ଆରୋଗ୍ୟ ହୋଇଛନ୍ତି ୧,୫୧,୩୬୭ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୬, ୧୪୮ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩,୫୯,୬୭୬ କୁ ବୃଦ୍ଧି ପାଇଛି।

ସୂଚନାଯୋଗ୍ୟଯେ, ଉପରୋକ୍ତ ମୃତ୍ୟୁ ସଂଖ୍ୟାରେ ବିହାରର ୩,୯୭୧ ପୂର୍ବଦିନର ମୃତ୍ୟୁ ସଂଖ୍ୟା ମିଶାଯାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା ୧୧,୬୭,୯୫୨ କୁ ହ୍ରାସ ପାଇଛି।

ଦେଶରେ ମୋଟ ଆରୋଗ୍ୟ ହୋଇଛନ୍ତି ୨,୭୬,୫୫,୪୯୩ ଜଣ।

ସକ୍ରୀୟ ଆକ୍ରାନ୍ତ ୪.୦୦%

ଆରୋଗ୍ୟ ହୋଇଛନ୍ତି ୯୪.୭୭%

ଏବଂ ମୃତ୍ୟୁ ସଂଖ୍ୟା ୧.୨୩%

ଟିକାକରଣ

ଦେଶରେ ମୋଟ ଟିକାକରଣ ୨୪, ୨୭, ୨୬, ୬୯୩ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୩୩, ୭୯, ୨୬୧ ଟି।

ପରୀକ୍ଷଣ

ଦେଶରେ ମୋଟ କରୋନା ପରୀକ୍ଷଣ ୩୭, ୨୧, ୯୮, ୨୫୩ ହୋଇଥିବା ବେଳେ ଗତକାଲି କରୋନା ପରୀକ୍ଷଣ ହୋଇଛି ୨୦, ୦୪, ୬୯୦ ଟି।