Odiapua.com

ଦେଶରେ ପୁଣି ବଢ଼ିଲା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା: ଦେଶରେ ୧,୩୨,୭୮୮ ନୂଆ ଆକ୍ରାନ୍ତ ଚିହ୍ନଟ, ୩,୨୦୭ ମୃତ୍ୟୁ

ନୂଆ ଦିଲ୍ଲୀ ୨-୬ (ଓଡ଼ିଆ ପୁଅ) ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୩୨ ହଜାର ୭୮୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩ ହଜାର ୨୦୭ ଜଣଙ୍କର ମୃତ୍ୟୁ ହୋଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨କୋଟି ୮୩ ଲକ୍ଷ ୦୭ ହଜାର ୮୩୨ କୁ ବୃଦ୍ଧି ପାଇଛି। ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୧ ଲକ୍ଷ ୦୧ ହଜାର ୮୭୫ ଜଣ।

ଗତ ୨୪ ଘଣ୍ଟାରେ ଆରୋଗ୍ୟ ହୋଇଛନ୍ତି ୨ ଲକ୍ଷ ୩୧ ହଜାର ୪୫୬ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩, ୨୦୭ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୩୫ ହଜାର ୧୦୨ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ ଲକ୍ଷ ୯୩ ହଜାର ୬୪୫ କୁ ହ୍ରାସ ପାଇଛି।

ଦେଶରେ ମୋଟ ଆରୋଗ୍ୟ ହୋଇଛନ୍ତି ୨ କୋଟି ୬୧ ଲକ୍ଷ ୭୯ ହଜାର ୦୮୫ ଜଣ।

ସକ୍ରୀୟ ଆକ୍ରାନ୍ତ ୬.୩୪% , ଆରୋଗ୍ୟ ହୋଇଛନ୍ତି ୯୨.୪୮% ଏବଂ ମୃତ୍ୟୁ ସଂଖ୍ୟା ୧.୧୮%।

ସଂକ୍ଷେପରେ –

୧ ଲକ୍ଷ ୩୨ ହଜାର ୭୮୮ ନୂଆ ଆକ୍ରାନ୍ତ ଚିହ୍ନଟ

୩୨୦୭ ମୃତ୍ୟୁ

ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୩୫ ହଜାର ୧୦୨ କୁ ବୃଦ୍ଧି

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨କୋଟି ୮୩ ଲକ୍ଷ ୦୭ ହଜାର ୮୩୨ କୁ ବୃଦ୍ଧି

ଗତ ୨୪ ଘଣ୍ଟାରେ ଆରୋଗ୍ୟ ହୋଇଛନ୍ତି ୨ ଲକ୍ଷ ୩୧ ହଜାର ୪୫୬

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ ଲକ୍ଷ ୯୩ ହଜାର ୬୪୫ କୁ ହ୍ରାସ

ଦେଶରେ ମୋଟ ଆରୋଗ୍ୟ ହୋଇଛନ୍ତି ୨ କୋଟି ୬୧ ଲକ୍ଷ ୭୯ ହଜାର ୦୮୫

ମୋଟ ଟିକାକରଣ ୨୧ କୋଟି ୮୫ ଲକ୍ଷ ୪୬ ହଜାର ୬୬୭
ଗତ କାଲି ଟିକାକରଣ ହୋଇଛି ୨୩ ଲକ୍ଷ ୯୭ ହଜାର ୧୯୧
ଦେଶରେ ମୋଟ କରୋନା ପରୀକ୍ଷଣ ୩୫ କୋଟି ୫୭ ହଜାର ୩୩୦
ଗତକାଲି କରୋନା ପରୀକ୍ଷଣ ହୋଇଛି ୨୦ ଲକ୍ଷ ୧୯ ହଜାର ୭୭୩

ଦେଶରେ ମୋଟ ଟିକାକରଣ ୨୧ କୋଟି ୮୫ ଲକ୍ଷ ୪୬ ହଜାର ୬୬୭ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୨୩ ଲକ୍ଷ ୯୭ ହଜାର ୧୯୧ ଟି।

ଦେଶରେ ମୋଟ କରୋନା ପରୀକ୍ଷଣ ୩୫ କୋଟି ୫୭ ହଜାର ୩୩୦ ହୋଇଥିବା ବେଳେ ଗତକାଲି କରୋନା ପରୀକ୍ଷଣ ହୋଇଛି ୨୦ ଲକ୍ଷ ୧୯ ହଜାର ୭୭୩ ଟି।