Odiapua.com

ଦେଶରେ ଆଜି ୧୯ ହଜାର କରୋନା ଆକ୍ରାନ୍ତ, ୨୨୪ ମୃତ

ନୂଆଦିଲ୍ଲୀ, ୨ା୧ (ଓଡ଼ିଆ ପୁଅ): କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୯, ୦୭୮ ନୂଆ COVID-୧୯ ମାମଲା ଆସିଥିବା ବେଳେ, ୨୨, ୯୨୬ ସୁସ୍ଥ ହୋଇଛନ୍ତି ଏବଂ ୨୨୪ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧, ୦୩, ୦୫, ୭୮୮ କୁ ବୃଦ୍ଧି ପାଇଥିବା ବେଳେ ସକ୍ରିୟ ମାମଲା ୨, ୫୦, ୧୮୩ ଅଛି ଏବଂ ସୁସ୍ଥ ହେଲେଣି ୯୯, ୦୬, ୩୮୭ ଜଣ ମୋଟ ମୃତ୍ୟୁ ସଂଖ୍ୟା ୧, ୪୯, ୨୧୮ କୁ ବୃଦ୍ଧି ପାଇଛି।