ନୂଆ ଦିଲ୍ଲୀ ୨୪-୮ (ଓଡ଼ିଆ ପୁଅ) ଆଜିବି ଦେଶରେ ୬୧, ୪୦୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୮୩୬ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧, ୦୬, ୩୪୯ କୁ ବୃଦ୍ଧି ପାଇଛି ଏବଂ ୨୩, ୩୮, ୦୩୬ ଜଣ ଆରୋଗ୍ୟ ହୋଇ ସାରିଲେଣି ଏବଂ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୫୭, ୫୪୨ କୁ ବୃଦ୍ଧି ପାଇଛି।
ଦେଶରେ ୬୧, ୪୦୮ ନୂଆ କରୋନା ଆକ୍ରାନ୍ତ, ୮୩୬ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୫୭, ୫୪୨ କୁ ବୃଦ୍ଧି
