Odiapua.com

ମୋଦୀଙ୍କ ସହ ଇମ୍ରାନ ଖାଁଙ୍କ ତୁଳନା:ଭାରତ ପିଏମ Vs ପାକିସ୍ଥାନ ପିଏମ

ନୂଆଦିଲ୍ଲୀ:ପାକିସ୍ଥାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଁଙ୍କ ପାର୍ଟି ପାକିସ୍ଥାନ ତହରିକ-ଏ-ଇନସାଫ(ପିଟିଆଇ) ଟ୍ୱିଟରରେ ତାଙ୍କର ନୂଆ ପାକିସ୍ଥାନର ତୁଳନା ମୋଦୀଙ୍କ ଭାରତ ସହିତ କରିଛି।ଏଥିରେ ଏପରି ଏକ ଫଟୋ ସେୟାର କରାଯାଇଛି।ଯେଉଁଥିରେ ଦୁଇ ଦେଶର ସରକାରଙ୍କର ସଂଖ୍ୟାଲଘୁଙ୍କ ପ୍ରତି ବ୍ୟବହାର ଦର୍ଶାଯାଇଛି।ଯେଉଁଥିରେ ଇମ୍ରାନଙ୍କ ଫଟୋ ସହ ପାକିସ୍ଥାନରେ ଥିବା ପଞ୍ଜ ହିନ୍ଦୁ ତୀର୍ଥସ୍ଥଳୀକୁ ପାକିସ୍ଥାନ ସରକାର ଜାତୀୟ ଐତିହ ଘୋଷଣା କରିଥିବା ଲେଖାଅଛି।ଯେତେବେଳେ କି ତୁଳନାତ୍ମକ ଭାବରେ ମୋଦୀଙ୍କ ଫଟୋ ସହ ଗୋ-ତଷ୍କରି ଯୋଗୁଁ ମୁସଲମାନଙ୍କୁ ଭାରତରେ ହତ୍ୟା କରାଯାଉଥିବା ଲେଖାଅଛି।/ଦେବଦତ୍ତ