Odiapua.com

ଭାରତ ବନାମ ଇଲଣ୍ଡ : ଇଂଲଣ୍ଡ ବିପକ୍ଷରେ ଭାରତର ୱାନ୍‌ଡେ ଦଳ ଘୋଷିତ – କ୍ରୁନାଲ ପାଣ୍ଡ୍ୟା, ପ୍ରସିଦ୍ଧ କୃଷ୍ଣା ସ୍ଥାନ ପାଇଲେ

ନୂଆଦିଲ୍ଲୀ ୧୯-୩ (ଓଡ଼ିଆ ପୁଅ) ଭାରତ ବନାମ ଇଂଲଣ୍ଡ ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ ଦଳ ଘୋଷଣା କରାଯାଇଠି। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ସିରିଜର ତିନୋଟି ମ୍ୟାଚ୍ ପୁଣେରେ ଖେଳାଯିବ। ଏହି ଦଳରେ ସୂର୍ଯ୍ୟକୁମାର ଯାଦବ, କ୍ରୁନାଲ ପାଣ୍ଡ୍ୟା ଏବଂ ପ୍ରସିଦ୍ଧ କୃଷ୍ଣ ଏକ ସ୍ଥାନ ପାଇଛନ୍ତି।

ଭାରତ ବନାମ ଇଂଲଣ୍ଡ ODI ସିରିଜ୍

ମାର୍ଚ୍ଚ ୨୩ – ପ୍ରଥମ ODI – ପୁଣେ – ୧:୩୦ ଅପରାହ୍ନ ଭାରତୀୟ ସମୟ।
ମାର୍ଚ୍ଚ ୨୬ – ଦ୍ୱିତୀୟ ODI – ପୁଣେ – ୧:୩୦ ଅପରାହ୍ନ ଭାରତୀୟ ସମୟ।
ମାର୍ଚ୍ଚ ୨୮ – ତୃତୀୟ ODI – ପୁଣେ – ୧:୩୦ ଅପରାହ୍ନ ଭାରତୀୟ ସମୟ।

ଇଂଲଣ୍ଡ ବିପକ୍ଷରେ ଭାରତର ODI ଦଳ ନିମ୍ନଲିଖିତ:

ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପ ଅଧିନାୟକ), ଶିଖର ଧାୱନ, ଶୁଭମାନ ଗିଲ, ଶ୍ରେୟାସ ଆୟର, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ (ୱିକେଟ୍ କିପର), କେ.ଏଲ୍ ରାହୁଲ (ୱିକେଟ୍ କିପର), ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, କ୍ରୁନାଲ ପାଣ୍ଡ୍ୟା ୱାଶିଂଟନ୍ ସୁନ୍ଦର, ଟି ନାଟରାଜନ୍, ଭୁବନେଶ୍ୱର କୁମାର, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣ, ଶାର୍ଦ୍ଦୁଲ ଠାକୁର।