Odiapua.com

ସହିଦ ଯବାନଙ୍କ ସ୍ମୃତିରେ ନିରବ ପ୍ରାର୍ଥନା

ଖୋର୍ଦ୍ଧା:ଜାମ୍ମୁ କାଶ୍ମୀରର ପୁଲୱାମାଠାରେ ସହିଦ ହୋଇଥିବା ଯବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଖୋର୍ଦ୍ଧା ଡିଭିଜନ ବନ ବିଭାଗ,ବାଲୁଗାଁ ରେଞ୍ଜର ଧୂଆଁନଳୀ ସେକ୍ସନ ପକ୍ଷରୁ ନିରବ ପ୍ରାର୍ଥନା କରାଯାଇଛି।ଏଥିରେ ଧୂଆଁନଳୀ ସେକ୍ସନର ବନ ବିଭାଗ କର୍ମଚାରୀମାନେ ଉପସ୍ଥିତ ଥିଲେ/ଦେବଦତ୍ତ