ମନ୍ତ୍ରୀଙ୍କ ଦୃଷ୍ଟିରେ ଝାରସୁଗୁଡା ଲୋକଙ୍କର କ’ଣ ସ୍ୱାଭିମାନ ନାହିଁ?

ଭୁବନେଶ୍ୱର: ନିଜେ କହିଥିବା କଥା ଏବେ ନିଜ ଉପରେ ଲାଗୁ ହେବ। ଭଦ୍ରକ ଜିଲ୍ଲା ଧାମନଗର ଉପନିର୍ବାଚନ ସମୟରେ ବିଜେପି ଉଠାଇଥିବା ପ୍ରସଙ୍ଗ ଧାମନଗରବାସୀ ଭାରି ସ୍ୱାଭିମାନୀ ଝାରସୁଗୁଡାରେ ସ୍ୱାଭିମାନ ଜଗାଇବ। ଭଦ୍ରକ, ଧାମନଗର ଉପ ନିର୍ବାଚନରେ ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ (ବବି) ଦାସଙ୍କ ଭୂମିକାକୁ ନେଇ ଖୁବ୍ ଟାର୍ଗେଟ୍ କରିଥିଲା ବିଜେପି। ଭଦ୍ରକ ଜିଲ୍ଲା ବିଜେଡି ରାଜନୀତିରେ ଯାଜପୁରୀଆ ନେତା (ବବି ଦାସ)ଙ୍କ ପ୍ରଭାବ ଭଦ୍ରକ ମାଟିର ସ୍ୱାଭିମାନ ପାଇଁ ଅପମାନ … Continue reading ମନ୍ତ୍ରୀଙ୍କ ଦୃଷ୍ଟିରେ ଝାରସୁଗୁଡା ଲୋକଙ୍କର କ’ଣ ସ୍ୱାଭିମାନ ନାହିଁ?