Odiapua.com

ଲସ୍କରର ୮ ଆତଙ୍କୀ ଗିରଫ

ଜମ୍ମୁ କାଶ୍ମୀର ୧୦-୯ (ଓଡ଼ିଆ ପୁଅ) ଉତ୍ତର କାଶ୍ମୀରରେ ସେନା ଏବଂ ପୁଲିସର ସଂଯୁକ୍ତ କାର୍ଯ୍ୟାନୁଷ୍ଠାନରେ ଲଶ୍କର-ଏ-ତୈୟବାର ଟେରର ମଡ୍ୟୁଲକୁ ଧରିବାରେ ସଫଳତା ମିଳିଛି। ଗୋଇନ୍ଦା ସଂସ୍ଥାରୁ ମିଳିଥିବା ଇନପୁଟ ପରେ ସେନା ଏବଂ ପୁଲିସ ବାରାମୁଲା ଜିଲ୍ଲାର ସୋପୋର ନାମକ ସ୍ଥାନରେ ଏହି କାର୍ଯ୍ୟାନୁଷ୍ଠାନ କରି ସଫଳତାର ସହିତ ଲସ୍କରର ୮ଜଣ ଆତଙ୍କୀଙ୍କୁ ଗିରଫ କରିଛି।