Odiapua.com

ଇମ୍ରାନ୍ ଖାଁଙ୍କୁ ନୋବେଲ ପୁରସ୍କାର ମିଳିବା ଉଚିତ! :ମାର୍କଡେୟ କାଟଜୁ

ଭୁବନେଶ୍ୱର:ସୁପ୍ରିମକୋର୍ଟର ପୂର୍ବତନ ଜଜ୍ ଜଷ୍ଟିସ ମାର୍କଡେୟ କାଟଜୁ ଏକ ପାକିସ୍ତାନୀ ନିଉଜ ଚ୍ୟାନେଲ ଆଲୋଚନାରେ ଅଂଶ ଗ୍ରହଣ କରି କହିଛନ୍ତି,ପାକିସ୍ଥାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କୁ ନୋବେଲ ପୁରସ୍କାର ମିଳିବା ଉଚିତ।ଅଭିନନ୍ଦନଙ୍କୁ ଭାରତକୁ ଫେରାଇବା ନିଷ୍ପତି ନେଇ କାଟଜୁ ଏପରି କହିଛନ୍ତି।କାଟଜୁ କହିଛନ୍ତି ମୁଁ ପୂର୍ବରୁ ଇମ୍ରାନ୍ ଖାଁ ଆଲୋଚକ ଥିଲି।କିନ୍ତୁ ପାକିସ୍ଥାନ ସଂସଦରେ ଇମ୍ରାନ୍ ଖାଁ ଭାଷଣ ପରେ ମୁଁ ତାଙ୍କର ପ୍ରଶଂସକ ହୋଇଯାଇଛି।/ଦେବଦତ୍ତ