ମୁଁ ସୁସ୍ଥ ଅଛି, ଆପଣଙ୍କୁ ଧନ୍ୟବାଦ: ଅମିତ ଶାହା

ଭୁବନେଶ୍ୱର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶନିବାର ସୂଚନା ଦେଇ କହିଛନ୍ତି ଯେ ସେ ସୁସ୍ଥ ଅଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଥିବା ଖବର ସବୁ ମନଗଢ଼ା ଏବଂ ଏକ ଗୁଜବ। ସେ କହିଛନ୍ତି ଯେ ମୋର କୌଣସି ରୋଗ ହୋଇନାହିଁ। ସୋସିଆଲ ମିଡିଆରେ ପ୍ରକାଶିତ ବାର୍ତ୍ତାରେ ଅମିତ ଶାହା ଲେଖିଛନ୍ତି, “ଗତ କିଛି ଦିନ ହେବ କିଛି ବନ୍ଧୁ ସୋସିଆଲ୍ ମିଡିଆ ମାଧ୍ୟମରେ … Continue reading ମୁଁ ସୁସ୍ଥ ଅଛି, ଆପଣଙ୍କୁ ଧନ୍ୟବାଦ: ଅମିତ ଶାହା