Odiapua.com

ICAI CA ପରୀକ୍ଷା ଫଳ ୨୦୨୧ : CA ଫାଇନାଲ୍, ଫାଉଣ୍ଡେସନ୍ ପରୀକ୍ଷା ଫଳ ଆଜି ପ୍ରକାଶ ପାଇପାରେ

ନୂଆ ଦିଲ୍ଲୀ ୧୩ ସେପ୍ଟେମ୍ବର (ଓଡ଼ିଆ ପୁଅ) ICAI CA ଫାଇନାଲ୍ ଜୁଲାଇ ୨୦୨୧, ଫାଉଣ୍ଡେସନ୍ ରେଜଲ୍ଟ ସମ୍ଭବତଃ ଆଜି ପ୍ରକାଷ ପାଇପାରେ। ICAI CA ଫାଇନାଲ୍ ଏବଂ CA ଫାଉଣ୍ଡେସନ୍ ୨୦୨୧ ଜୁଲାଇ ଫଳାଫଳକୁ ଅଫିସିଆଲ୍ ୱେବସାଇଟରେ ପ୍ରକାଶ କରିବ।

ସେପ୍ଟେମ୍ବର ୧୦ ରେ ପ୍ରକାଶିତ ସରକାରୀ ବିଜ୍ଞପ୍ତିରେ ଦର୍ଶାଯାଇଥିଲା ଯେ CA ଫାଇନାଲ୍ (ପୁରୁଣା ଏବଂ ନୂତନ ପାଠ୍ୟକ୍ରମ) ଏବଂ CA ଫାଉଣ୍ଡେସନ୍ ୨୦୨୧ ଫଳାଫଳ ସମ୍ଭବତଃ ସେପ୍ଟେମ୍ବର ୧୩ କିମ୍ବା ସେପ୍ଟେମ୍ବର ୧୪ ରେ ହୋଇପାରେ। ଅତୀତର ଧାରା ଅନୁଯାୟୀ ଏହା ଆଜି ରିଲିଜ୍ ହେବାର ସମ୍ଭାବନା ଅଧିକ। ଫଳାଫଳ ଆଜି ଅପରାହ୍ନ ୪ ଟା ସୁଦ୍ଧା ପ୍ରକାଶ ପାଇବାର ସମ୍ଭାବନା ଅଛି। ତେବେ

CA ଫାଇନାଲ୍, ଫାଉଣ୍ଡେସନ୍ ଫଳାଫଳ ଯାଞ୍ଚ କରିବାକୁ ଲିଙ୍କ୍।

icai.nic.in
caresults.icai.org
icairexam.icai.org
ରେ CA ପରୀକ୍ଷା ଫଳ ଦେଖିପାରିବେ।