Odiapua.com

ନିର୍ବଚନୀ ଚଢ଼ାଉ ଯୋଗୁଁ ଜୀବନ ରଙ୍ଗ ଫିକା କାହିଁକି କରିବା : ଆଇଏଏସ ଚନ୍ଦ୍ରକଳା

ଲକ୍ଷ୍ନୌ:ଅବୈଧ ଖନନ ଘଟଣାରେ ଅଭିଯୁକ୍ତ ଆଇଏଏସ ବି.ଚନ୍ଦ୍ରକଳା ତାଙ୍କ ବାସଭବନ ଉପରେ ସିବିଆଇ ଚଢ଼ାଉ ଉପରେ ପ୍ରତିକ୍ରିୟା ରଖିଛନ୍ତି।ଚନ୍ଦ୍ରକଳା ଏକ ସୋସିଆଲ ସାଇଡରେ ଲେଖିଛନ୍ତି “ନିର୍ବଚନୀ ଚଢ଼ାଉ ତ’ ହେଉଥିବ,କିନ୍ତୁ ଜୀବନ ରଙ୍ଗକୁ କାହିଁକି ଫିକା କରିବା”?ଏହା ସହ ଗଣମାଧ୍ୟମକୁ ଚନ୍ଦ୍ରକଳା କହିଛନ୍ତି ଯାଞ୍ଚ ଏଜେନ୍ସିକୁ ସେମାନଙ୍କ କାମ କରିବାକୁ ଦିଆଯାଉ,ଠିକ୍ ସମୟ ଆସିଲେ ଆମେ ଆମ କଥା ରଖିବୁ।/ଦେବଦତ୍ତ