ମୁଁ ସ୍ମିତାରାଣୀ କହୁଛି; ଚିଠିଟି ପଢ଼ିବେ ନିଶ୍ଚୟ ..

ମୁଁ, ସ୍ମିତାରାଣୀ କହୁଛି।ସମୟ ଥିଲେ ଚିଠିଟିକୁ ପଢ଼ିବେ ନିଶ୍ଚୟ।ମୁଁ ଏବେ ଆଉ ଜଣେ ମଣିଷ ହୋଇ ନାହିଁ।ମୁଁ ଏବେ ଜଣେ ଅତୃପ୍ତ ଆତ୍ମା।ମୋ ଶରୀରର ମୃତ୍ୟୁ ହୋଇ ସାରିଛି।ସେଦିନ ଥିଲା ନବୀନ ବାବୁଙ୍କ ଜନ୍ମଦିନ, ଆଉ ମୋର ମୃତ୍ୟୁର ଦିନ।ମୋର ମୃତ୍ୟୁ କେମିତି ହେଲା ମୁଁ ଜାଣିଛି।ମୁଁ ଆତ୍ମହତ୍ୟା କରିଛି ନାଁ ମତେ ହତ୍ୟା କରାଯାଇଛି ନେଇ ଚାଲିଛି ତଦନ୍ତ ଆଉ ବିତର୍କ।ସରକାର, ଅଦାଲତ, ଆଇନ, ପୋଲିସ ଆଦି ମୋ ମୃତ୍ୟୁର ରହସ୍ୟ ଖୋଜିବାରେ ଲାଗିଛନ୍ତି।ମୋ ସହିତ … Continue reading ମୁଁ ସ୍ମିତାରାଣୀ କହୁଛି; ଚିଠିଟି ପଢ଼ିବେ ନିଶ୍ଚୟ ..