Odiapua.com

କରୋନା ଭାଇରସ୍ – ହଲିଉଡ ଅଭିନେତା ମାର୍କ ବ୍ଲୁମଙ୍କର ମୃତ୍ୟୁ କରୋନାଭାଇରସ୍ ସଂକ୍ରମିତ ହୋଇଥିଲେ

ନୂଆ ଦିଲ୍ଲୀ ୨୭-୩ (ଓଡ଼ିଆ ପୁଅ) ହଲିଉଡ଼ ସୁପରଷ୍ଟାର ମାର୍କ ବ୍ଲୁମ୍ ଙ୍କର ୬୯ ବର୍ଷ ବୟସରେ କରୋନାଭାଇରସ୍ କାରଣରୁ ମୃତ୍ୟୁ ହୋଇଛି। ମାର୍କ ବ୍ଲୁମ୍ ଗତ କିଛି ଦିନ ତଳେ କରୋନାଭାଇରସ୍ ସଂକ୍ରମିତ ହୋଇଥିଲେ। ଖବର ଅନୁଯାୟୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। ମାର୍କଙ୍କ ପତ୍ନୀ ଇ-ମେଲ ମାଧ୍ୟମରେ ତାଙ୍କ ମୃତ୍ୟୁର ପୁଷ୍ଟି କରିଛନ୍ତି।