Odiapua.com

ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କରୋନା ପଜିଟିଭ୍

ନୂଆ ଦିଲ୍ଲୀ ୨୪-୮ (ଓଡ଼ିଆ ପୁଅ) ହରିଆଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଏହି ସୂଚନା ସେ ନିଜେ ଟୁଇଟ୍ କରି ଦେଇଛନ୍ତି। ସେ ଟ୍ୱିଟରରେ ଲେଖିଛନ୍ତି, ‘ନୋଭେଲ୍ କରୋନା ଭାଇରସ୍ ଟେଷ୍ଟରେ ମୋର ପରୀକ୍ଷା ରିପୋର୍ଟ ପଜିଟିଭ୍‌ ଆସିଛି।