ଏକ୍ସ୍- ସରପଞ୍ଚଙ୍କ ଯୋଗୁଁ ଚାଲିଗଲା ଯୁବକଙ୍କ ଜୀବନ ..

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଗୋଳବାଇ ପଞ୍ଚାୟତ ଅନ୍ତର୍ଗତ ଚନ୍ଦ୍ରମାପାଟପୁର ଗ୍ରାମର ଜଣେ ଯୁବକଙ୍କର ବିଦ୍ୟୁତ୍ ଆଘାତରେ ମୃତ୍ୟୁ ଘଟିଛି। ଗୋଳବାଇ ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁବାସ ପଲେଇଙ୍କ ଫାର୍ମ ହାଉସ୍ (ବଗିଚା) ବାଡ଼ରେ ଲାଗିଥିବା ବିଦ୍ୟୁତ୍ ତାର ସଂଷ୍ପର୍ଷରେ ଆସି ଯୁବକ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତ ଯୁବକ ଜଣଙ୍କ ଚନ୍ଦ୍ରମା ପାଟପୁର ଗ୍ରାମର କେଳୁ ଚରଣ ପ୍ରଧାନଙ୍କ ୨୨/୨୩ ବର୍ଷ ବୟସ୍କ ପୁଅ ବିଜୟ କୁମାର ପ୍ରଧାନ (ସଞ୍ଜୁ) ବୋଲି ଜଣାପଡ଼ିଛି। … Continue reading ଏକ୍ସ୍- ସରପଞ୍ଚଙ୍କ ଯୋଗୁଁ ଚାଲିଗଲା ଯୁବକଙ୍କ ଜୀବନ ..