Odiapua.com

ଆତଙ୍କବାଦ ବିରୋଧରେ ଭାରତର କାର୍ଯ୍ୟାନୁଷ୍ଠାନକୁ ମାନ୍ୟତା ଦେଲା ଫ୍ରାନ୍ସ

ନୂଆଦିଲ୍ଲୀ:ପାକିସ୍ଥାନର ଆତଙ୍କି ଆଡ୍ଡା ଉପରେ ଭାରତୀୟ ବାୟୁ ସେନା ପକ୍ଷରୁ କରାଯାଇଥିବା ଏୟାର ଷ୍ଟ୍ରାଇକକୁ ମାନ୍ୟତା ଦେଇଛି ଫ୍ରାନ୍ସ।ଫ୍ରାନ୍ସ କହିଛି,ସୀମାପାର ଆତଙ୍କବାଦ ବିରୋଧରେ ନିଜ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଭାରତ ପକ୍ଷରୁ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନକୁ ଆମେ ମାନ୍ୟତା ଦେଉଛୁ।ଏହା ସହ ଫ୍ରାନ୍ସ ଏବଂ ଅଷ୍ଟ୍ରେଲିଆ ପାକିସ୍ଥାନ ତା’ ନିଜ ମାଟିରୁ ଆତଙ୍କି ଆଡ୍ଡାକୁ ନିପାତ କରିବାକୁ କହିଛନ୍ତି।/ଦେବଦତ୍ତ