Odiapua.com

ଓଡ଼ିଶାରେ ଚିହ୍ନଟ ହେଲା ଚତୁର୍ଥ କୋରୋନା ପଜିଟିଭ

ଭୁବନେଶ୍ୱର ୩୧-୩ (ଓଡ଼ିଆ ପୁଅ)ଓଡ଼ିଶାରେ ଚତୁର୍ଥ କୋରୋନା ପଜିଟିଭ ଚିହ୍ନଟ ହୋଇଛି। ପଜିଟିଭ ବ୍ୟକ୍ତି ଜଣଙ୍କ ୨୯ ବର୍ଷିୟ ବୋଲି ଜଣା ପଡ଼ିଛି। ସେ ଦୁବାଇରୁ ଆସିଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ ଓଡ଼ିଶା। ଏହି ୨୯ ବର୍ଷୀୟ ବ୍ୟକ୍ତି ଜଣକ ଭଦ୍ରକର ବୋଲି ଜଣାପଡ଼ିଛି।