କେରଳରୁ ୪ ସଦିଗ୍ଧ ଗିରଫ !

କୋଏମ୍ବାଟୁର: ତାମିଲନାଡୁରେ ଆତଙ୍କବାଦୀ ସଙ୍ଗଠନ ଲସ୍କରର ଅନୁପ୍ରବେଶକୁ ନେଇ ଗୁଇନ୍ଦା ସଂସ୍ଥା ତରଫରୁ ହାଇଆଲର୍ଟ ଜାରି କରାଯିବା ପରେ କେରଳ ପୋଲିସ ଶନିବାର ଜଣେ ସଦିଗ୍ଧଙ୍କୁ ଅଦାଲତ ପରିସରରୁ ଗିରଫ କରିଛି।ଏହା ପୂର୍ବରୁ କୋଏମ୍ବାଟୁର ପୋଲିସ ୩ ଜଣ ସଦିଗ୍ଧଙ୍କୁ ଗିରଫ କରିଥିଲା। ପୋଲିସ ଏ’ ସମସ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି।ଶ୍ରୀଲଙ୍କାରୁ ସମୁଦ୍ର ପଥରେ ଲସ୍କର ସଂଗଠନର ୬ ଜଣ ଆତଙ୍କବାଦୀ ତାମିଲନାଡୁରେ ପ୍ରବେଶ କରିବା ନେଇ ଗୁଇନ୍ଦା ସଂସ୍ଥା ଆଲର୍ଟ ଜାରି କରିଥିଲା।ଏହାକୁ ଦୃଷ୍ଟିରେ … Continue reading କେରଳରୁ ୪ ସଦିଗ୍ଧ ଗିରଫ !