Odiapua.com

କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ୟେଦୁଇରପ୍ପାଙ୍କ ପରେ ଏବେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ସିଦ୍ଧରମୈୟାଙ୍କୁ କରୋନା

ବାଙ୍ଗାଲୁରୁ ୪-୮ (ଓଡ଼ିଆ ପୁଅ) କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ସିଦ୍ଧରମୈୟାଙ୍କର କରୋନା ଟେଷ୍ଟ ପଜିଟିଭ୍ ଆସିଛି। ସେ ଏ ନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସେ ଟ୍ୱିଟ କରି ପ୍ରକାଶ କରିଛନ୍ତିଯେ, “ମୁଁ Covid19 ଟେଷ୍ଟ କରିଥିଲି, ପଜିଟିଭ୍ ଆସିଛି ଏବଂ ସତର୍କତାମୂଳକ ଭାବରେ ଡାକ୍ତରଙ୍କ ପରାମର୍ଶରେ ଡାକ୍ତରଖାନାରେ ଚିକିତ୍ସିତ ହୋଇଛି।

ମୁଁ ସମସ୍ତଙ୍କୁ ଅନୁରୋଧ କରେ ଯେଉଁମାନେ ମୋ ସହିତ ଯୋଗାଯୋଗ କରିଥିଲେ, ନିଜର ଟେଷ୍ଟ କରାନ୍ତୁ ଏବଂ ନିଜେ କ୍ୟାରେଣ୍ଟିନ୍ ରେ ରୁହନ୍ତୁ।’