Odiapua.com

ପୂର୍ବତନ CBI ନିର୍ଦ୍ଦେଶକ ଉମାଶଙ୍କର ମିଶ୍ରଙ୍କ ପରଲୋକ

NEW DELHI, INDIA: Indian Central Bureau of Investigation (CBI) director Uma Shankar Mishra speaks with the media during a press conference in New Delhi, 11 November 2005. Mishra said Mumbai underworld don Abu Salem and his girlfriend, Bollywood actress Monica Bedi, will be produced before the Special Court in Mumbai in connection with the 1993 serial blasts case that killed more than 250 people. Portuguese police arrested Abu Salem and Bedi in Lisbon in September 2002. AFP PHOTO/RAVEENDRAN (Photo credit should read RAVEENDRAN/AFP via Getty Images)

ନୂଆ ଦିଲ୍ଲୀ ୨୬ ଅଗଷ୍ଟ (ଓଡ଼ିଆ ପୁଅ) ପୂର୍ବତନ CBI ନିର୍ଦ୍ଦେଶକ ଉମାଶଙ୍କର ମିଶ୍ରଙ୍କ ପରଲୋକ ହୋଇଥିବା ସୂଚନା ମିଳିଛି। ୧୯୬୮ ବ୍ୟାଚ୍‌ର IPS ଅଫିସର ଉମାଶଙ୍କର, ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ପରଲୋକ ଗମନ କରିଛନ୍ତି। ୨୦୦୩ରେ CBI ସ୍ବତନ୍ତ୍ର ନିର୍ଦେଶକ ଭାବେ ଦାୟିତ୍ବ ନେଇଥିଲେ। ଦିଲ୍ଲା ହସ୍ପିଟାଲରେ ସେ କିଛି ଦିନ ଧରି ଚିକିତ୍ସିତ ହେଉଥିଲେ। ତେବେ ଆଜି ଅପରାହ୍ନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଅଣ୍ଡର ୱାର୍ଲଡ ଡନ‌ ଆବୁ ସାଲମକୁ ଗିରଫ କରିବାରେ ତାଙ୍କର ବିଶେଷ ଭୂମିକା ଥିଲା। ସିବିଆଇ ନିର୍ଦ୍ଦେଶକ ବାବରେ ଉମାଶଙ୍କର ଓଡ଼ିଶାର ଏକମାତ୍ର ଆପିଏସ୍‌ ଅଫିସର।