Odiapua.com

ଡାଟା ଚୋରି ମାମଲାରେ ଫସିଲା ଫେସବୁକ, ଏବେ ଦେବାକୁ ପଡ଼ିବ ୩୯ କୋଟି ଜରିମାନା

ନୂଆଦିଲ୍ଲୀ, ୨୪/୭, (ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ବ୍ୟବହାରକାରୀଙ୍କ ଡାଟା ଚୋରି ମାମଲାରେ ଫେସବୁକ ଉପରେ ୩୯ ହଜାର କୋଟି ଟଙ୍କାର ଜରିମାନା ଲାଗିଛି। ବ୍ରିଟିଶ ଫର୍ମ କ୍ୟାମ୍ବ୍ରିଜ ଆନାଲିଟିକ ଦ୍ବାରା ଏଫଟିସି ଫେସବୁକ ଉପରେ ଏହି ଜରିମାନା ଲଗାଇଛି।

ଚଳିତ ମାସ ଆରମ୍ଭରୁ ଫେସବୁକ ଉପରେ ଜରିମାନା ଲଗାଇବାକୁ ଏଫଟିସି ଘୋଷଣା କରିଥିଲେ। ଆଉ ଏବେ ଏହାକୁ କାର୍ଯ୍ୟକାରି କରାଯାଇଛି।