ନୂଆ ଦିଲ୍ଲୀ ୭-୪ (ଓଡ଼ିଆ ପୁଅ) ଜାହାଜ ଚଳାଚଳ ମନ୍ତ୍ରଣାଳୟ ଅନ୍ତର୍ଗତ ସମସ୍ତ ବନ୍ଦର ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗର କର୍ମଚାରୀମାନେ କରୋନା ମୁକାବିଲା ପାଇଁ ଗଠିତ ପିଏମ କେଆର୍ସ ଫଣ୍ଡକୁ ନିଜ ନିଜର ଗୋଟିଏ ଦିନର ବେତନ ମୋଟ ସାତ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏହି ଅର୍ଥ କରୋନା ପୀଡିତାଙ୍କ ଚିକିତ୍ସା ଓ ସହାୟତା ବାବଦରେ ଖର୍ଚ୍ଚ ହେବ। ପ୍ରଧାମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଏହି ପାଣ୍ଠି ନିମନ୍ତେ ସରକାରୀ ବେସରକାରୀ ଆଦି ବିଭିନ୍ନ କ୍ଷେତ୍ରରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି।
ପିଏମ କେଆର୍ସ ଫଣ୍ଡକୁ ବନ୍ଦର କର୍ମଚାରୀଙ୍କ ସାତ କୋଟି ଟଙ୍କା ଦାନ
aerial image of container port and ship