Odiapua.com

ପାକିସ୍ଥାନରେ ଆପାତକାଳୀନ ପ୍ରାୟ ପରିସ୍ଥିତି:ହୀନା ରବାନୀ

ନୂଆଦିଲ୍ଲୀ:ଭାରତୀୟ ବାୟୁସେନା ପକ୍ଷରୁ କରାଯାଇଥିବା ସୀମା ପାର ଏୟାର ଷ୍ଟ୍ରାଇକ ପରେ ପାକିସ୍ଥାନ ପୂର୍ବତନ ବିଦେଶ ମନ୍ତ୍ରୀ ହୀନା ରବାନୀ ଖେର କହିଛନ୍ତି, ପାକିସ୍ଥାନରେ ଏବେ ଆପାତକାଳୀନ ପ୍ରାୟ ପରିିସ୍ଥିତି।ପାକିସ୍ଥାନ ସଂସଦରେ ହୀନା କହିଛନ୍ତି,ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିଜେ ସଂସଦକୁ ଆସି ଏହାର ଜବାବ ରଖିବା ଉଚିତ।ସୂଚନା ମୁତାବକ ଏୟାର ଷ୍ଟ୍ରାଇକ ପରେ ପାକିସ୍ଥାନ ସଂସଦରେ ଇମ୍ରାନ ସେମ-ସେମ ନ୍ୟାରା ଲାଗିଥିଲା।/ଦେବଦତ୍ତ