ଇଦ୍ ମୁବାରକ୍ : “ଇଦୁଲ ଫିତର” (عيد الفطر)

ଇଂରାଜୀ କ୍ୟାଲେଣ୍ଡର ଅନୁଯାୟୀ ୨୦୧୯ରେ ଜୁନ ୫ ତାରିଖରେ ପଡ଼ୁଛି “ଇଦୁଲ ଫିତର୍”।ଯାହାକୁ ସଂକ୍ଷେପରେ ଇଦ କୁହାଯାଏ।ଏହା ରମଜାନ ମାସର ଶେଷ ଦିନ ପାଳନ କରାଯାଏ।ରମଜାନ, ଇଦ ଅଲ-ଆଧା ଇଦ ଏକ ଆରବୀ ଶବ୍ଦ ଯାହାର ଅର୍ଥ ହେଲା ଆନନ୍ଦ ଉତ୍ସବ ଓ ଫିଦର ବା ଫିତ୍ରର ଅର୍ଥ ହେଲା ଉପବାସ ଭାଙ୍ଗିବା।ଏଇ ପର୍ବଟି ଅଣ ତିରିସିଆ ବା ତିରିସିଆ ମାସରେ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ କରାଯାଉଥିବା ଉପବାସର ଉପସଂହାର।ସେଥିପାଇଁ ଇଦର ପ୍ରଥମ ଦିନ ମାସର ପ୍ରଥମ … Continue reading ଇଦ୍ ମୁବାରକ୍ : “ଇଦୁଲ ଫିତର” (عيد الفطر)