Odiapua.com

ରାଜସ୍ଥାନର ବିକାନୀରରେ ୪.୩ ତୀବ୍ରତାର ଭୂମିକମ୍ପ

ନୂଆ ଦିଲ୍ଲୀ ୧୨-୨ (ଓଡ଼ିଆ ପୁଅ) ରାଜସ୍ଥାନର ବିକାନୀରରେ ୪.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଏହା ସକାଳ ୮ ଟା ୧ ମିନିଟରେ ଅନୁଭୂତ ହୋଇଥିଲା। ରିକ୍ଟର୍ ସ୍ଲେଲ ରେ ଏହାର ତୀବ୍ରତା ୪.୩ ଥିଲା ବୋଲି ଜଣାପଡ଼ିଛି। କୌଣସି କ୍ଷତିର ଖବର ଏ ପର୍ଯ୍ୟନ୍ତ ଆସିନାହିଁ।