ମୁମ୍ବାଇ ୭-୯ (ଓଡ଼ିଆ ପୁଅ) : ମୁମ୍ବାଇରେ ଆଜି ସକାଳେ ମୃଦ୍ୟୁ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୩.୫ ରେକର୍ଡ଼ କରାଯାଇଛି। ଆଜି ସକାଳ ପ୍ରାୟ ୮ଟା ସମୟରେ ଭୂକମ୍ପ ଝଟକା ଅନୁଭବ ହୋଇଥିଲା। ଏହାର କେନ୍ଦ୍ରସ୍ଥଳ ଉତ୍ତର ମୁମ୍ବାଇଟାରୁ ୧୦୨ କିଲୋମିଟର ଦୂରରେ ଥିଲା ବୋଲି ଜଣାପଡ଼ିଛି।
ଏହା ପୂର୍ବରୁ ମଧ୍ୟ ମୁମ୍ବଇରେ ଦୁଇଥର ମୃଦ୍ୟୁ ଭୂମିକମ୍ପ ଅନୁଭୂତ ହୋଇଥିଲା।