Odiapua.com

DRDO କଲା ଏୟାର ଟୁ ଏୟାର ମିସାଇଲ ଅସ୍ତ୍ରର ସଫଳ ପରୀକ୍ଷଣ

ନୂଆ ଦିଲ୍ଲୀ ୧୭-୯ (ଓଡ଼ିଆ ପୁଅ) ଦେଶର ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ସୋମବାରଦିନ ଏୟାର ଟୁ ଏୟାର ମିସାଇଲ ଅସ୍ତ୍ରର ସଫଳ ପରୀକ୍ଷଣ କରିଛି।

ଏହି ମିସାଇଲର ମାରଣ କ୍ଷମତା ୭୦ କିଲୋମିଟର ପର୍ଯ୍ୟନ୍ତ ଏବଂ ମିସାଇଲର ପରୀକ୍ଷଣ ପାଇଁ ସୁଖୋଇ ବିମାନ (Su-30MKI) ର ବ୍ୟବହାର କରାଯାଇଥିଲା। ବିମାନ ପଶ୍ଚିମ ବଙ୍ଗ ସ୍ଥିତ ଏୟାରବେସରୁ ଉଡ଼ାଣ ଭରିଥିଲା।