ନୂଆ ଦିଲ୍ଲୀ ୧୭-୯ (ଓଡ଼ିଆ ପୁଅ) ଦେଶର ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ସୋମବାରଦିନ ଏୟାର ଟୁ ଏୟାର ମିସାଇଲ ଅସ୍ତ୍ରର ସଫଳ ପରୀକ୍ଷଣ କରିଛି।
ଏହି ମିସାଇଲର ମାରଣ କ୍ଷମତା ୭୦ କିଲୋମିଟର ପର୍ଯ୍ୟନ୍ତ ଏବଂ ମିସାଇଲର ପରୀକ୍ଷଣ ପାଇଁ ସୁଖୋଇ ବିମାନ (Su-30MKI) ର ବ୍ୟବହାର କରାଯାଇଥିଲା। ବିମାନ ପଶ୍ଚିମ ବଙ୍ଗ ସ୍ଥିତ ଏୟାରବେସରୁ ଉଡ଼ାଣ ଭରିଥିଲା।
Defence Research & Development Organization (DRDO) yesterday* successfully test fired the Astra, air to air missile with a range of over 70 kms. The missile was test fired from a Su-30MKI combat aircraft that took off from an air base in West Bengal. https://t.co/fAqEYpytOc pic.twitter.com/rBLRl3PLKw
— ANI (@ANI) September 17, 2019