ଆପଣଙ୍କ ମୋବାଇଲକୁ ଆସିଛି କି ୪୪୮ ଟଙ୍କାର ଫ୍ରି ରିଚାର୍ଜ ମେସେଜ୍?

ନୂଆଦିଲ୍ଲୀ: ଯଦି ଆପଣଙ୍କ ମୋବାଇଲକୁ ଜିଓର ୪୪୮ଟଙ୍କା ଫ୍ରି ରିଚାର୍ଜ ମେସେଜ୍ ଆସିଛି ତେବେ ସତର୍କ ହୋଇ ଯାଆନ୍ତୁ।ମେସେଜରେ ଦିଆଯାଇଥିବା ଲିଙ୍କ ଖୋଲିଲା ମାନେ ଆପଣଙ୍କ ମୋବାଇଲର ସମସ୍ତ ଡେଟା (ତଥ୍ୟ) ଚୋରୀ ହୋଇ ଯାଇପାରେ।ରିଲାଏନ୍ସ ଜିଓ କମ୍ୟୁନିକେସନ କମ୍ପାନୀ ଏହି ପ୍ରକାର ସ୍କିମକୁ ପ୍ରବଞ୍ଚନା ବୋଲି କହି ଗ୍ରାହକଙ୍କୁ ଧ୍ୟାନ ନ’ଦେବା ପାଇଁ ଅପିଲ୍ କରିଛି।ସାଇବର ବିଶେଷଜ୍ଞ ମାନେ ମଧ୍ୟ ଏନେଇ ସ୍ମାର୍ଟ ଫୋନ ୟୁଜର୍ସଙ୍କୁ ଆଲର୍ଟ କରି ଦେଇଛନ୍ତି। ସୋସିଆଲ ମିଡିଆରେ ଏକ ମେସେଜ … Continue reading ଆପଣଙ୍କ ମୋବାଇଲକୁ ଆସିଛି କି ୪୪୮ ଟଙ୍କାର ଫ୍ରି ରିଚାର୍ଜ ମେସେଜ୍?