ରୀତିମତ ଯାଉଛି ଅଭିଯୋଗ: ଜାଣନ୍ତି କି ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ବଡ଼ ଘାତକ କିଏ?

ଭୁବନେଶ୍ୱର: ଦିନ ଥିଲା ଧର୍ମେନ୍ଦ୍ରଙ୍କ ବିନା ଇଙ୍ଗିତରେ ଓଡ଼ିଶା ବିଜେପିରେ ପତ୍ରଟିଏ ହଲୁନଥିଲା। ବିଜେପି ମାନେ ଧର୍ମେନ୍ଦ୍ର, ଧର୍ମେନ୍ଦ୍ର ମାନେ ବିଜେପି ବୋଲି କୁହାଯାଉଥିଲା। ଏବେ କିନ୍ତୁ ଧୀରେ ଧୀରେ ଧର୍ମେନ୍ଦଙ୍କ ପ୍ରଧାନ୍ୟ ହ୍ରାସ ପାଇବାରେ ଲାଗିଛି। ହେଲେ କାହିଁକି? କିଏ ସିଏ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ଘାତକ ସାଜିଛି, ଯାହା ଯୋଗୁଁ ତାଙ୍କର ପ୍ରଧାନ୍ୟ ହ୍ରାସ ପାଉଛି? ନବୀନ ପଟ୍ଟନାୟକ, ପାଣ୍ଡିଆନ, ବବି ଦାସ ନାଁ ନିଜ ଦଳର ବୈଜୟନ୍ତ ପଣ୍ଡା, ଅପରାଜିତା ଷଡ଼ଙ୍ଗୀ ନାଁ … Continue reading ରୀତିମତ ଯାଉଛି ଅଭିଯୋଗ: ଜାଣନ୍ତି କି ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ବଡ଼ ଘାତକ କିଏ?