ଭଦ୍ରକ ବିଜେପିରେ ଗୋଷ୍ଠୀ ବିବାଦ: ୨୦ ପରେ ତୀବ୍ର ହେବ ବିବାଦ! ନିଜକୁ କିରାଣୀ ଭାବୁଛନ୍ତି ଜିଲ୍ଲା ସଭାପତି!

ଭୁବନେଶ୍ୱର: ଭଦ୍ରକ ବିଜେପିରେ ଗୋଷ୍ଠୀ ବିବାଦ କେବେଠାରୁ ଲାଗି ରହି ଆସିଛି। ଜିଲ୍ଲାର ଦୁଇ ପ୍ରମୂଖ ନେତୃତ୍ୱ ବିରୋଧୀ ଦଳ ଉପନେତା ତଥା ଧାମନଗର ବିଧାୟକ ବିଷ୍ଣୁ ସେଠୀ ଏବଂ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କ ମଧ୍ୟରେ ଭିତରେ ଭିତରେ ଏକ ଶୀତଳ ଯୁଦ୍ଧ ଲାଗି ରହି ଆସିଥିବା କୁହାଯାଏ। ଏବେ ଯଦିବା ସେମାନଙ୍କ ଭିତରେ କିଛିଟା ଦୂରତ୍ୱ କମିବାକୁ ଯାଉଛି, ତାହାକୁ କିନ୍ତୁ କମାଇବାକୁ ଦେଉନାହାନ୍ତି କିଛି ବିଜେପି ଗୋଷ୍ଠୀ। ଦୁଇ ଜଣଙ୍କ ମଧ୍ୟରେ କିଏ … Continue reading ଭଦ୍ରକ ବିଜେପିରେ ଗୋଷ୍ଠୀ ବିବାଦ: ୨୦ ପରେ ତୀବ୍ର ହେବ ବିବାଦ! ନିଜକୁ କିରାଣୀ ଭାବୁଛନ୍ତି ଜିଲ୍ଲା ସଭାପତି!