ତୁଟିଲା ବନ୍ଧନ; ବିଜେପି ବନ୍ଧନରେ ବାନ୍ଧି ହେବେ ଆଦିତି ..

ନୂଆଦିଲ୍ଲୀ: ଜାତୀୟ କଂଗ୍ରେସର ଯୁବା ମହିଳା ଚେହେରା ତଥା ‘ପ୍ରିୟଦର୍ଶିନୀ କଂଗ୍ରେସ’ ସାଧାରଣ ସମ୍ପାଦିକା ଦାୟିତ୍ୱରେ ଥିବା ଆଦିତି ସିଂଙ୍କର କଂଗ୍ରେସ ମୋହ ତୁଟି ଯାଇଛି। ଉତ୍ତରପ୍ରଦେଶ ରାଏ ବରେଲି ବିଧାନସଭା ଆସନରୁ କଂଗ୍ରେସ ବିଧାୟିକା ଆଦିତ୍ୟ ସିଂ ବସ ପ୍ରସଙ୍ଗରେ ବିଜେପି ପଦକ୍ଷେପକୁ ସମର୍ଥନ ଦେଇ ନିଜ ଦଳ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସଙ୍କଟ ସମୟରେ ନିମ୍ନ ସ୍ତରୀୟ ରାଜନୀତିର ଆବଶ୍ୟକତା କ’ଣ ପାଇଁ ବୋଲି ପ୍ରଶ୍ନ କରି ଆଦିତି ସିଧାସଳଖ ପ୍ରିୟଙ୍କା ଭଡ୍ରାଙ୍କୁ (ଗାନ୍ଧୀ) … Continue reading ତୁଟିଲା ବନ୍ଧନ; ବିଜେପି ବନ୍ଧନରେ ବାନ୍ଧି ହେବେ ଆଦିତି ..