Odiapua.com

ବର୍ଷାରେ ନିଆଁ ଲଗାଇଲେ ଦିଶା ପଟାନୀ: ଦେଖନ୍ତୁ ଭିଡିଓ ..

ମୁମ୍ବାଇ: ବର୍ଷାରେ ନିଆଁ ଲଗାଇଲେ ସୁପର୍ ମଡେଲ୍ ତଥା ବଲିଉଡର ହଟ୍ ଅଭିନେତ୍ରୀ ଦିଶା ପଟାନୀ। କାଲଭିନ୍ କ୍ଲେନ୍ କମ୍ପାନୀର ବ୍ରାଣ୍ଡ ଆମ୍ବାସଡ଼ର ଦିଶା, ସଂପୃକ୍ତ କମ୍ପାନୀର ଅନ୍ତଃବସ୍ତ୍ର ପିନ୍ଧି ବର୍ଷାରେ ଭିଜି ହଟ୍ ଲୁକ୍ ଦେଇଛନ୍ତି। ବର୍ଷା ଭିଜା ଦେହରେ ଦିଶା ପଟାଣିଙ୍କ ଏହି ହଟ୍ ଲୁକ ଫଟୋ ଆଉ ଭିଡିଓ ଇଣ୍ଟରନେଟରେ ନିଆଁ ଲଗାଇ ଦେଇଛି। ଦିଶା ତାଙ୍କ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟ୍ ପ୍ଲାଟଫର୍ମ ଗୁଡ଼ିକରେ ତାଙ୍କର ଏହି ହଟ୍ ଲୁକ୍ ଫଟୋ ଏବଂ ଭିଡିଓ ଗୁଡ଼ିକୁ ସେୟାର କରିଛନ୍ତି। ଦେଖନ୍ତୁ ଭିଡିଓ –

@DevD®