ମୁହଁ ଖୋଲିଲେ ଦିଲ୍ଲୀପ:ଡରିକି କିମ୍ବା ଚାମଚାଗିରୀ କରି ରାଜନୀତି କରି ପାରିବିନି;ମାଟି ଆଗ ପାର୍ଟି ପଛ

ଭୁବନନେଶ୍ୱର: ଓଡ଼ିଶାରେ ଏ’ ଦଳ ବଦଳ ଗୋଳିଆ ରାଜନୀତି ଭିତରେ ବିଜେପି ଛାଡ଼ିଥିବା ଓଡ଼ିଶା ରାଜନୀତିର ବରିଷ୍ଠ ନେତା ଦିଲ୍ଲୀପ ରାୟଙ୍କର କ’ଣ ଯେ ଆଭିମୁଖ୍ୟ ରହିବ ତା’ ଉପରେ ସମସ୍ତଙ୍କର ନଜର ଥିଲା।ଦିଲ୍ଲୀପ କିନ୍ତୁ ମୌନ ଥିଲେ।ତେବେ,ଗୁରୁବାର ଦିନ ଦିଲ୍ଲୀପ ରାୟ ରାଉରକେଲା ଯାଇ ନିଜ ସମର୍ଥକ ମାନଙ୍କ ସହ ଆଲୋଚନା କରିବା ସହ ମୁହଁ ଖୋଲିଛନ୍ତି। ଦିଲ୍ଲୀପ କହିଛନ୍ତି କ’ଣ କରିବି କ’ଣ ନାହିଁ, ସେ ନେଇ ମୁଁ ନିଜେ ଏକ ବଡ଼ ଦ୍ଵନ୍ଦ … Continue reading ମୁହଁ ଖୋଲିଲେ ଦିଲ୍ଲୀପ:ଡରିକି କିମ୍ବା ଚାମଚାଗିରୀ କରି ରାଜନୀତି କରି ପାରିବିନି;ମାଟି ଆଗ ପାର୍ଟି ପଛ