Odiapua.com

“କିଣି ପାରିଲାନି ହାଟ ସଉଦା”:ମା’ ଫୁଲ ସୁନ୍ଦରୀ ଯାତ୍ରା ଉପଲକ୍ଷେ ନାଟକ

ବ୍ରହ୍ମପୁର;୨୯,ଅକ୍ଟୋବର:ମା’ ଫୁଲ ସୁନ୍ଦରୀ ଯାତ୍ରା ଉପଲକ୍ଷେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିଠାରେ ଯାତ୍ରା କମିଟି ପକ୍ଷରୁ ଆସନ୍ତା ନଭେମ୍ବର ୧୮ ତାରିଖରେ ପ୍ରଦର୍ଶିତ ହେବାକୁ ଯାଉଛି ବ୍ରହ୍ମପୁର ଶିଳ୍ପାଞ୍ଚଳ ସକଲେଶ୍ୱର ନାଟ୍ୟ ସଂଘ ଦ୍ୱାରା ଆୟୋଜିତ ନାଟକ “କିଣି ପାରିଲାନି ହାଟ ସଉଦା”।ନାଟକଟିର ନିର୍ଦ୍ଦେଶନା ରବୀନ୍ଦ୍ର ବାରିକ ଦେଇଥିବା ବେଳେ ରଚନା କରିଛନ୍ତି ଚିନ୍ମୟ ଦାସ।ସଙ୍ଗୀତ ନିର୍ଦେଶନା ଦେଇଛନ୍ତି ଦୈତାରୀ ଏବଂ ସାଥି।/ଦେବଦତ୍ତ