ଓଡ଼ିଶା ବିଜେପିରେ ନେତୃତ୍ୱ ଲଢ଼େଇ: କିଏ ହେବ ମୁଖ୍ୟମନ୍ତ୍ରୀ?

ଭୁବନେଶ୍ୱର: ୨୦୨୪ରେ ମୁଁ ହେବି ମୁଖ୍ୟମନ୍ତ୍ରୀ! ନିଜେ କହୁ ନାହାଁନ୍ତି, କିନ୍ତୁ କୁହାଇ ହେଉଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବେ ଏହା କରୁଛନ୍ତି। ଦୀର୍ଘଦିନ ହେଲା ଓଡ଼ିଶା ବିଜେପିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏକଚାଟିଆ ପ୍ରଭାବ ରହି ଆସିଥିଲା। ଯିଏ ବି ତାଙ୍କ ବଶତା ସ୍ୱୀକାର ନକଲା ସେ ହୁଏତ ଦଳରୁ ଯାଇଛି ଅଥବା କଣଠେସା ହୋଇ ରହିଯାଇଛି। ଯିଏ ସ୍ୱର ଉତ୍ତୋଳନ କଲା … Continue reading ଓଡ଼ିଶା ବିଜେପିରେ ନେତୃତ୍ୱ ଲଢ଼େଇ: କିଏ ହେବ ମୁଖ୍ୟମନ୍ତ୍ରୀ?