ଧନ୍ୟ ତୁମେ ଧର୍ମେନ୍ଦ୍ର! ରାହୁଲଙ୍କ ଗାଳି ଶୁଭିଲା, ସୁରଙ୍କ ଗାଳି ଶୁଭୁନି?

ଭୁବନେଶ୍ୱର: ଗାଳି ଦେଇ ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଦୁଇ ବର୍ଷ ଜେଲ୍, ସାଂସଦ ସଦସ୍ୟତା ପଦ ରଦ୍ଦ ସହିତ ଦୁଇ ବର୍ଷ ଯାଏଁ ଅର୍ଥାତ୍ ୨୦୨୪ ନିର୍ବାଚନ ଲଢ଼ି ପାରିବେ ନାହିଁ ରାହୁଲ ଗାନ୍ଧୀ। ୨୦୧୯ ନିର୍ବାଚନ ବେଳେ ରାହୁଲ ଗାନ୍ଧୀ ପ୍ରଚାର ସମୟରେ ଯେଉଁ ବୟାନ ଦେଇଥିଲେ ତାହାକୁ ନେଇ ହୋଇଥିବା ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ରାହୁଲ ଗାନ୍ଧୀ। ଗୁଜୁରାଟର ସୁରଟ କୋର୍ଟ ୪ ବର୍ଷ ତଳର ଏହି ମାମଲାରେ … Continue reading ଧନ୍ୟ ତୁମେ ଧର୍ମେନ୍ଦ୍ର! ରାହୁଲଙ୍କ ଗାଳି ଶୁଭିଲା, ସୁରଙ୍କ ଗାଳି ଶୁଭୁନି?