କି ଶାସନ ! ଶବ ବାହକ ଗାଡି ପାଇଁ ଟଙ୍କା ନଥିଲା, ସ୍ତ୍ରୀ ଟ୍ରେନରେ ଆଣିଲେ ସ୍ୱାମୀଙ୍କ ଶବ – ସାଇ ଲୋକ ଚାନ୍ଦା କରି କଲେ ସତ୍କାର

ବଲାଙ୍ଗୀର ୨-୭ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ରାଜ୍ୟର ବର୍ତ୍ତମାନ ଏପରି ପରିସ୍ଥିତି। ମୁଖ୍ୟମନ୍ତ୍ରୀ କହୁଛନ୍ତି ଆପଣମାନେ ଖୁସିତ? ହଁ, ସିଏ ବି ଖୁସି। କିନ୍ତୁ ରାଜ୍ୟରେ ଲୋକଙ୍କ ଆର୍ଥିକ ଅବସ୍ଥା କହିଲେ ନଚଳେ। ବାଧ୍ୟ ହୋଇ ଭୋଟ ଦେଇ ଦେଉଛନ୍ତି ଲୋକେ। ବିରୋଧିର ସ୍ୱର ନାହିଁ କି ଗରିବର ଦୁଃଖ ଦେଖିବାକୁ କେହି ନାହିଁ। କିଏ ବା ଦେଖିବ? ଶାସକ ବିରୋଧି ହାତ ମିଳାଇ ବାହାରେ ଲୋକ ଦେଖାଣିଆ ବିରୋଧ। ତୃଣମୂଳ ସ୍ତରରେ ଲୋକଙ୍କ ଅବସ୍ଥା ବୁଝୁଛି … Continue reading କି ଶାସନ ! ଶବ ବାହକ ଗାଡି ପାଇଁ ଟଙ୍କା ନଥିଲା, ସ୍ତ୍ରୀ ଟ୍ରେନରେ ଆଣିଲେ ସ୍ୱାମୀଙ୍କ ଶବ – ସାଇ ଲୋକ ଚାନ୍ଦା କରି କଲେ ସତ୍କାର