ଟିମ୍ ଅପରାଜିତାରେ ଅପରାଧୀ!କିଏ ସେ ଅପରାଧୀ; ଅଭିଯୋଗ ପଛରେ କିଏ?

ଭୁବନେଶ୍ୱର: ଟିମ୍ ଅପରାଜିତାରେ ଅପରାଧୀ!ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଅପରାଧୀକ ତତ୍ୱଧାରୀ ମାନଙ୍କୁ ନେଇ ତିଆରି କରିଛନ୍ତି “ଟିମ୍ ଅପରାଜିତା”! ଏପରି ଅଭିଯୋଗ ଆଉ କେହି ନୁହେଁ, ତାଙ୍କ ଦଳୀୟ ଲୋକ ହିଁ ଏପରି ଗୁରୁତ୍ୱର ଅଭିଯୋଗ ଆଣିଛନ୍ତି।ବିଜେପିର ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆଙ୍କ ଲେଟର ପ୍ୟାଡରେ ଜିଲ୍ଲା ସାଧାରଣ ସମ୍ପାଦକ ସୁଶାନ୍ତ କୁମାର ସାବତ ଏପରି କିଛି ସଙ୍ଗିନ୍ ଅଭିଯୋଗ ଆଣି ବିଜେପି ରାଜ୍ୟ ସଙ୍ଗଠନ ସମ୍ପାଦକଙ୍କୁ ଚିଠି କରିଛନ୍ତି।ଚିଠିଟି ସୋସିଆଲ୍ ମିଡିଆରେ … Continue reading ଟିମ୍ ଅପରାଜିତାରେ ଅପରାଧୀ!କିଏ ସେ ଅପରାଧୀ; ଅଭିଯୋଗ ପଛରେ କିଏ?