Odiapua.com

ଦେଶରେ ବଢ଼ିଲା ସଂକ୍ରମଣ : ୧ ଲକ୍ଷ ୩୪ ହଜାର ୧୫୪ ନୂଆ ଆକ୍ରାନ୍ତ ଚିହ୍ନଟ ୨ ହଜାର ୮୮୭ ଜଣଙ୍କର ମୃତ୍ୟୁ

ନୂଆ ଦିଲ୍ଲୀ ୩-୬ (ଓଡ଼ିଆ ପୁଅ) ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୩୪ ହଜାର ୧୫୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨ ହଜାର ୮୮୭ ଜଣଙ୍କର ମୃତ୍ୟୁ ହୋଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୮୪ ଲକ୍ଷ ୪୧ ହଜାର ୯୮୬ କୁ ବୃଦ୍ଧି ପାଇଛି। ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୮୦ ହଜାର ୨୩୨ ଜଣ।

ଗତ ୨୪ ଘଣ୍ଟାରେ ଆରୋଗ୍ୟ ହୋଇଛନ୍ତି ୨ ଲକ୍ଷ ୧୧ ହଜାର ୪୯୯ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୨ ହଜାର ୮୮୭ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୩୭ ହଜାର ୯୮୯ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ ଲକ୍ଷ ୧୩ ହଜାର ୪୧୩ କୁ ହ୍ରାସ ପାଇଛି।

ଦେଶରେ ମୋଟ ଆରୋଗ୍ୟ ହୋଇଛନ୍ତି ୨ କୋଟି ୬୩ ଲକ୍ଷ ୯୦ ହଜାର ୫୮୪ ଜଣ।

ସକ୍ରୀୟ ଆକ୍ରାନ୍ତ ୬.୦୨% , ଆରୋଗ୍ୟ ହୋଇଛନ୍ତି ୯୨.୭୯% ଏବଂ ମୃତ୍ୟୁ ସଂଖ୍ୟା ୧.୧୯%।

ସଂକ୍ଷେପରେ –

ଦେଶରେ ୧ ଲକ୍ଷ ୩୪ ହଜାର ୧୫୪ ନୂଆ ଆକ୍ରାନ୍ତ ଚିହ୍ନଟ

୨ ହଜାର ୮୮୭ ଜଣଙ୍କର ମୃତ୍ୟୁ

ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୩୭ ହଜାର ୯୮୯ କୁ ବୃଦ୍ଧି

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୮୪ ଲକ୍ଷ ୪୧ ହଜାର ୯୮୬ କୁ ବୃଦ୍ଧି

ଗତ ୨୪ ଘଣ୍ଟାରେ ଆରୋଗ୍ୟ ହୋଇଛନ୍ତି ୨ ଲକ୍ଷ ୧୧ ହଜାର ୪୯୯

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ ଲକ୍ଷ ୧୩ ହଜାର ୪୧୩

ଦେଶରେ ମୋଟ ଆରୋଗ୍ୟ ହୋଇଛନ୍ତି ୨ କୋଟି ୬୩ ଲକ୍ଷ ୯୦ ହଜାର ୫୮୪

ଦେଶରେ ମୋଟ ଟିକାକରଣ ୨୨ କୋଟି ୧୦ ଲକ୍ଷ ୪୩ ହଜାର ୬୯୩

ଗତ କାଲି ଟିକାକରଣ ହୋଇଛି ୨୪ ଲକ୍ଷ ୨୬ ହଜାର ୨୬୫

ଦେଶରେ ମୋଟ କରୋନା ପରୀକ୍ଷଣ ୩୫ କୋଟି ୩୭ ଲକ୍ଷ ୮୨ ହଜାର ୬୪୮

ଗତକାଲି କରୋନା ପରୀକ୍ଷଣ ହୋଇଛି ୨୧ ଲକ୍ଷ ୫୯ ହଜାର ୮୭୩

ଦେଶରେ ମୋଟ ଟିକାକରଣ୨୨ କୋଟି ୧୦ ଲକ୍ଷ ୪୩ ହଜାର ୬୯୩ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୨୪ ଲକ୍ଷ ୨୬ ହଜାର ୨୬୫ ଟି।

ଦେଶରେ ମୋଟ କରୋନା ପରୀକ୍ଷଣ ୩୫ କୋଟି ୩୭ ଲକ୍ଷ ୮୨ ହଜାର ୬୪୮ ହୋଇଥିବା ବେଳେ ଗତକାଲି କରୋନା ପରୀକ୍ଷଣ ହୋଇଛି ୨୧ ଲକ୍ଷ ୫୯ ହଜାର ୮୭୩ ଟି।