ରାଜ୍ୟରେ ୩୬୬୪ ନୂଆ ଆକ୍ରାନ୍ତ, ଖୋର୍ଦ୍ଧାରୁ ୭୦୪

ଭୁବନେଶ୍ୱର ୧୮-୪ (ଓଡ଼ିଆ ପୁଅ) ରାଜ୍ୟରେ ୩୬୬୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୭୦୪। ତେବେ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୨୧୨୭ ଏବଂ ସ୍ଥାନୀୟ ଅଞ୍ଚଳରୁ ୧୫୩୭ ଚିହ୍ନଟ ହୋଇଛନ୍ତି। କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ: ୧- ଅନୁଗୁଳ ଜିଲ୍ଲାରୁ – ୫୯ ୨- ବାଲେଶ୍ୱର ଜିଲ୍ଲାରୁ – ୩୯ ୩- ବରଗଡ଼ ଜିଲ୍ଲାରୁ – ୨୧୦ ୪- ଭଦ୍ରକ ଜିଲ୍ଲାରୁ – ୨୭ ୫- ବଲାଙ୍ଗୀର ଜିଲ୍ଲାରୁ – ୭୯ ୬- ବୌଦ୍ଦ … Continue reading ରାଜ୍ୟରେ ୩୬୬୪ ନୂଆ ଆକ୍ରାନ୍ତ, ଖୋର୍ଦ୍ଧାରୁ ୭୦୪