Odiapua.com

୨ଟି କଦଳୀରେ ମୂଲ୍ୟ ଜାଣି ଆଶ୍ଚର୍ଯ୍ୟ ହୋଇ ଯିବେ

ମୁମ୍ବାଇ, ୨୪/୭, (ଓଡିଆ ପୁଅ/ପଙ୍କଜିନୀ ନାୟକ): ବଲିଉଡ ଅଭିନେତା ରାହୁଲ ବୋଷ। ଚଣ୍ଡୀଗଡ଼ ରେ ନିଜର ଏକ ଫିଲ୍ମ ସୁଟିଂ ସମୟରେ ସେ ଏକ ପଞ୍ଚତାରକା ହୋଟେଲ ରେ ରହିଥିଲେ। ଜିମରୁ ଆସିବା ପରେ ସେ ୨ ଟି କଦଳୀ ମଗାଇଥିଲେ। କିଛି ସମୟ ପରେ କଦଳୀ ସହ ଏକ ବିଲ ମଧ୍ୟ ଆସିଥିଲା।

ପରେ ରାହୁଲ ଯେତେବେଳେ ଵିଲ ଦେଖିଥିଲେ, ତାଙ୍କ ହୋସ ଉଡିଯାଇଥିଲା। ୨ ଟି କଦଳୀରେ ମୂଲ୍ୟ ଥିଲା ୪୪୨ ଟଙ୍କା। ଏହାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି।